ମହାନଦୀକୁ ଡେଇଁ ଯୁବକ ନିଖୋଜ

ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ମହାନଦୀର ଏକଡାଳ-ସିଦ୍ଧାମୂଳା ସେତୁ ଉପରୁ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଜଣେ ଯୁବକ ପାଣି ଭିତରକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ କାନପୁର ଥାନାକୁ ସୂଚନା ଦେଇଥିଲେ। ତାପରେ ନରସିଂହପୁର ଓ ବାଲିଝରି ଦମକଳ କେନ୍ଦ୍ରକୁ ବି ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଖୋଜା … Continue reading ମହାନଦୀକୁ ଡେଇଁ ଯୁବକ ନିଖୋଜ